May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଓମଫେଡ଼ ପ୍ଲାଂଟରେ ବିସ୍ଫୋରଣ

    Share on :
    Date: Apr 28, 2018    Views: 919

    ଭୁବନେଶ୍ୱର : ଓମଫେଡ଼ ପ୍ଲାଂଟରେ ବିସ୍ଫୋରଣ ଘଟିଛି  । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପ୍ଲାଂଟରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି  । ଫ୍ଲେଭରଡ଼ ମିଲ୍କ ବଟଲିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା  । ଗରମ ବୋତଲକୁ ଥଣ୍ଡା କରିବା ବେଳେ ବିସ୍ଫୋରଣ ହେବାରୁ ପ୍ଲାଂଟ ପରିସରରେ କୋକୁଆ ଭୟ ଖେଳିଯାଇଛି  । ଅପରପକ୍ଷରେ ଗୁରୁତର ଆହତ ୪ କର୍ମଚାରୀଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି  । ଅସାବଧାନବଶତଃ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଥିବାବେଳେ ଏନେଇ ତଦନ୍ତ ହେବବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook