Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    କେଉଁ ସମୟରେ କରିବେ ରତି ?

    Share on :
    Date: Apr 26, 2018    Views: 5951

    - ରତି ପରିତୃପ୍ତିର ପ୍ରକôୃଷ୍ଟ ସମୟ ବସନ୍ତ ଋତୁ  । ଏଇ ସମୟରେ ନାରୀ ପୁରୁଷଙ୍କର ଯୌନକ୍ଷୁଧା ବୃଦ୍ଧି ପାଇଥାଏ  ।
    - ଶରତ ଋତୁରେ ରତି ମିଳନ ସୁଖକର ହୋଇଥାଏ  ।
    - ଗ୍ରୀଷ୍ମକାଳରେ ଯୌନ ପିପାସା ଯେତେ ବଢ଼ିଲେ ମଧ୍ୟ ସମ୍ଭୋଗଠାରୁ ଦୂରେଇ ରହିବା ଭଲ  ।
    - ଶାରୀରିକ ଅସୁସ୍ଥତା ସମୟରେ ସମ୍ଭୋଗ ବର୍ଜନୀୟ  ।
    - ଭୋଜନ କରିବାର ୨/୩ ଘଂଟା ପରେ ସହବାସ କରିବା ଉଚିତ୍  । ପେଟପୂରା ଖାଇ ସମ୍ଭୋଗରେ ମାତିଲେ ବିଭିନ୍ନ ପ୍ରକାର ଅସୁବିଧା ହୋଇପାରେ
    - ସମ୍ଭୋଗ ଦିନ ଖଟା/ଆଚାର ଖାଇବା ଉଚିତ୍ ନୁହେଁ  । 
    - ରାତି ୧୨ଟାରୁ ୩ଟା ମଧ୍ୟରେ ସମ୍ଭୋଗ କରିବା ବେଶ୍ ସୁଖଦାୟକ
    - ଦିବା ସମ୍ଭୋଗ ଆଦୌ ହିତକର ନୁହେଁ  । ଏହି ସମୟରେ ଗର୍ଭ ରହିଲେ ସନ୍ତାନ ଦୁର୍ବଳ ଏବଂ ଅଳ୍ପାୟୁ ହୁଏ
    - ସନ୍ତାନ କାମନା ଥିଲେ ରାତ୍ରିର ଚତୁର୍ଥ ପ୍ରହର ଅତି ଉତ୍ତମ
    - ସମ୍ଭୋଗ କରିବାର ୨୪ ଘଂଟା ମଧ୍ୟରେ ପୁଣି ଥରେ ରତି ମିଳନ ପାଇଁ ବ୍ୟଗ୍ର ହେବା ଅନୁଚିତ୍
    - ସପ୍ତାହରେ ଥରେ ସମ୍ଭୋଗ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକର
    - ରାତ୍ରିର ପ୍ରଥମ ପ୍ରହରରେ ସହବାସ କଲେ ଯଦି ଗର୍ଭ ରହେ ତେବେ ସନ୍ତାନ ଅଳ୍ପାୟୁ ହୁଏ  ।
    - ରାତ୍ରିର ଦ୍ୱିତୀୟ ପ୍ରହରରେ ପୁତ୍ର ଦରିଦ୍ର, କନ୍ୟା ଭାଗ୍ୟହୀନା ହୋଇଥା’ନ୍ତି  ।
    - ରାତ୍ରିର ତୃତୀୟ ପ୍ରହରରେ ପୁତ୍ର ଦାସ, କନ୍ୟା ଦାସୀ ହୁଏ
    - ରାତ୍ରିର ଚତୁର୍ଥ ପ୍ରହରରେ ପୁତ୍ର ବିଚକ୍ଷଣ, ବୁଦ୍ଧିମାନ, ବିଦ୍ୱାନ, ଦୀର୍ଘାୟୂ ହୁଏ ଏବଂ କନ୍ୟା ସୌଭାଗ୍ୟବତୀ ହେବ  ।

    Maximum 500 characters

    ଅଧିକ ମତାମତ

    Elder should inform newly married couple.

    Anil kumar Patnaik.

    Apr 26, 2018

    Very nice advice. No experience obout it.

    Pratap kumar behuria

    Apr 26, 2018

    ଅଜବ View all

    Find Us on Facebook