Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    କେଉଁ ରାଶି ଲୋକ କ’ଣ ଖାଇବାକୁ ପସନ୍ଦ କରନ୍ତି?

    Share on :
    Date: Apr 26, 2018    Views: 1105

    ମେଷ : ଅଧିକ ପ୍ରୋଟିନ୍, କମ୍ ହାର୍ବୋହାଇଡ୍ର୍ରେଟ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି  ।
    ବୃଷ : ଉଷୁନା ଭାତ, ରୁଟି, ଡ୍ରାଏ ଫ୍ରୁଟ୍, ପନିପରିବା ଅଧିକ ଖାଇବାକୁ ପସନ୍ଦ କରନ୍ତି  ।
    ମିଥୁନ୍ : ବିଭିନ୍ନ ପ୍ରକାର ଖାଦ୍ୟ ମିଶାଇ ଖାଇଲେ ଭଲ  । ଚକୋଲେଟ୍ ଓ ସ୍ନାକ୍ସ ବେଶୀ ପସନ୍ଦ
    କର୍କଟ : ଯେକୌଣସି ଖାଦ୍ୟ ଗ୍ରହଣ କରି ଆନନ୍ଦ ପାଆନ୍ତି  ।
    ସିଂହ : ଅଣ୍ଡା, ମାଛ, ମାଂସ, କଙ୍କଡ଼ା ପସନ୍ଦ
    କନ୍ୟା : ଫଳ, କୋଳି, ତନ୍ତୁଜାତୀୟ ଖାଦ୍ୟ ପସନ୍ଦ
    ତୁଳା : ଅଧିକ କାଲସିୟମ୍ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାବେଳେ ମିଠା ପ୍ରତି ଆଗ୍ରହ କମ୍  ।
    ବିଛା : ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଖାଦ୍ୟ ଓ ମାଛ ପସନ୍ଦ
    ଧନୁ : ବିଭିନ୍ନ ଫଳ, କୋଳି, ମାଛ, ଶାଗ, ବିଟ୍ ଓ ଗାଜର ପସନ୍ଦ
    ମକର : ଭାତ, ପିଠା, ପନିପରିବା, ଚିକେନ, ମାଛ ପସନ୍ଦ
    କୁମ୍ଭ : ଶାଗ, ଚୁନାମାଛ, ଭିଟାମିନ୍ ବି ଯୁକ୍ତ ଖାଇବା ପସନ୍ଦ
    ମୀନ : ବିଭିନ୍ନ ଖାଦ୍ୟ ସହିତ ରସୁଣ, ଅଦା ମିଶାଇ ଖାଇବା ଭଲ

    Maximum 500 characters

    ଅଧିକ ମତାମତ

    Thanks for communicating all type of current news in social media

    Suvakanta Mahapatra

    Apr 26, 2018

    ଅଜବ View all

    Find Us on Facebook