Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଟ୍ରକକୁ ଧକ୍କା ଦେଲା ବାଇକ୍, ଶାଳୀ ମୃତ

    Share on :
    Date: Apr 11, 2018    Views: 317

    ଯାଜପୁର : ଶାଳୀ ଓ ଭିଣୋଇ ମାର୍କେଟିଂ କରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ହେବାରୁ ଶାଳୀର ମୃତୁ୍ୟ ଘଟିଛି  । ଅପରପକ୍ଷରେ ଗୁରୁତର ଆହତ ଅବସ୍ଥାରେ ଭିଣୋଇଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି  । ମୃତକଙ୍କ ନାମ ମନୀଷା ଭୋଇ ହୋଇଥିବାବେଳେ ତାଙ୍କ ଘର ଝାଲପଡ଼ା ବୋଲି ଜାଣିବାକୁ ମିଳିଛି  । 

    ସଦର ଥାନା କବିରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି  । ହରିପୁରରୁ ମାର୍କେଟିଂ ସାରି ବାଇକ୍ ଯୋଗେ ମନୀଷା ଓ ତାଙ୍କ ଭିଣୋଇ ଘରକୁ ଫେରୁଥିଲେ  । ତେବେ ବାଟରେ ଏକ ଟ୍ରକ ବାଇକକୁ ଧକ୍କ୍ା ଦେଇଥିଲା  । ଏପରିକି ଟ୍ରକଟି ବାଇକ ଉପରେ ଚଢ଼ି ଯାଇଥିଲା  । ଘଟଣାସ୍ଥଳରେ ହିଁ ମନୀଷାଙ୍କର ମୃତୁ୍ୟ ଘଟିଥିଲା  । 

    Maximum 500 characters

    ଆଂଚଳିକ View all

    Find Us on Facebook