Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୧୦ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

    Share on :
    Date: Apr 11, 2018    Views: 405

    ଭୁବନେଶ୍ୱର : ୧୦ ଜିଲ୍ଲାରେ ବୁଧବାର କାଳବୈଶାଖୀର ପୂର୍ବାନୁମାନ କରାଯଇଛି । ସଂଧ୍ୟା ୭.୪୫ ପର୍ଯ୍ୟନ୍ତ ଏହି ୧୦ ଜିଲ୍ଲାରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । କାଳବୈଶାଖୀ ପ୍ରଭାବରେ ୫୦ରୁ ୬୦ କିଲୋମିଟର ବେଗରେ ବତାଶ ବୋହିବା ସହ ବର୍ଷାର ସମ୍ଭାବନା ରହିଛି  । ପାଣିପାଗ ବିଭାଗ ପକ୍ଷରୁ ଯେଉଁ ୧୦ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାୟଗଡ଼ା, କୋରାପୁଟ, ଗଜପତି, ଅନୁଗୁଳ ଓ ଢେ଼ଙ୍କାନାଳ ।

    Maximum 500 characters

    ଆଂଚଳିକ View all

    Find Us on Facebook