Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଣି ଦବିଲା ଗୁରୁପି୍ରୟା ସେତୁ

    Share on :
    Date: Apr 11, 2018    Views: 147

    ମାଲକାନଗିରି: ମାଲକାନାଗିରି ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପି୍ରୟା ସେତୁ ପୁଣି ଦବିଛି । ଜଳଭଣ୍ଡାର ପାଣି ହ୍ରାସ ପାଇବା ପରେ ଗୋଟିଏ ପାଇଲ୍ ବଙ୍କା ହୋଇଯାଇଥିବା ଜାଣିବାକୁ ମିଳିଛି । ଫଳରେ ଗୁରୁପି୍ରୟା ସେତୁ ବିଳମ୍ବିତ ହେବ ବୋଲି ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୧୩ରୁ ୧୮ନଂ ପିଲରରେ ୬ଟି ଲେଖାଏଁ ପାଇଲ ରହିଛି । ତେବେ ୧୬ନଂ ପିଲରରେ ଥିବା ୬ଟି ପାଇଲ୍ ମଧ୍ୟରୁ ଗୋଟିଏ ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook