Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ବାଙ୍ଗେଲ୍ ଉତ୍ସବ ୨୦୧୮ ଉନ୍ମୋଚିତ

    Share on :
    Date: Apr 9, 2018    Views: 29

    • ୫୦୦୦ରୁ ଅଧିକ ଆକର୍ଷଣୀୟ ଡିଜାଇନ୍ରୁ ଚୟନ କରିବା ସୁଯୋଗ

    • ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ହଲ୍ମାର୍କ ସୁନା, ପ୍ଲାଟିନମ୍, ରୁପା ଓ ସାର୍ଟିଫାଏଡ୍ ହୀରା ଗହଣା  ଉପରେ ଆକର୍ଷଣୀୟ ଅଫର ଓ ରିହାତି ସହିତ ପଣା ସଂକ୍ରାନ୍ତୀ ଓ ଅକ୍ଷୟ ତୃତୀୟା ପାଳନ କରନ୍ତୁ

    ଭୁବନେଶ୍ୱର, ୯ ଏପ୍ରିଲ୍ ୨୦୧୮: ଭାରତର ସର୍ବବୃହତ ଖୁଚୁରା ଗହଣା ଶୃଙ୍ଖଳା ଓ କୋଲକାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବା, ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ବାଙ୍ଗେଲ ଉତ୍ସବ ୨୦୧୮ ବିଷୟରେ ଘୋଷଣା କରାଯାଇଛି ଯେଉଁଥିରେ ଓଡ଼ିଶାର ଲୋକମାନେ ୫୦୦୦ରୁ ଅଧିକ ଡିଜାଇନର ଗହଣା ମଧ୍ୟରୁ ନିଜ ପସନ୍ଦର ଗହଣା ଚୟନ କରିପାରିବେ । ଏହା ବ୍ୟତୀତ ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ପଣା ସଂକ୍ରାନ୍ତୀ ଓ ଅକ୍ଷୟ ତୃତୀୟାକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ଅଫର ଓ ରିହାତିକୁ ମଧ୍ୟ ଉନ୍ମୋଚନ କରାଯାଇଛି । ଗହଣାର ମୂଲ୍ୟ ୭୦୦୦ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ଗଢ଼ା ମୂଲ୍ୟ ୮%ରୁ ୨୦% ସ୍ତରରେ ରହିଛି ।

    ଶୁଭଙ୍କର ସେନ୍, କାର୍ଯ୍ୟନିର୍ବାହୀ ନିର୍ଦେଶକ, ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ କହିଛନ୍ତି ଯେ, ଆମ ପାଇଁ ବାଙ୍ଗେଲ ଉତ୍ସବ ହେଉଛି ନାରୀତ୍ୱର ପାଳନ । ଆଜିର ଭାରତୀୟ ମହିଳା ଯେଉଁମାନେ ବିଭିନ୍ନ ଭୂମିକା ନିର୍ବାହ କରନ୍ତି ଓ ଆମ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେମାନଙ୍କ ପାଇଁ ହେଉଛି ଏହା ଏକ ଶ୍ରଦ୍ଧାଞ୍ଜଳି । ସେମାନଙ୍କ ସୁନ୍ଦର ହାତରେ ସୁନ୍ଦର ଚୂଡ଼ି ପିନ୍ଧାଇବା  ପାଇଁ ଆମେ ଉଦ୍ୟମ କରୁଛୁ କାରଣ ତାହା ହେଉଛି ସେହି ହାତ ଯାହା ଗେଲ କରେ, ଜଡ଼ିତ ରୁହେ,  ନିଷ୍ପତି ନିଏ ଓ ବିଶ୍ୱାସ କରେ । 

    ଏପ୍ରିଲ୍ ମାସ ସାରା ଏହି ସବୁ ଅଫରଗୁଡ଼ିକ ମିଳିବ:

    • ୨୫୦୦୦ରୁ ଅଧିକ ଟଙ୍କାର ଗହଣା କିଣା ଉପରେ ସୁନା କଏନ ମାଗଣା

    • ସୁନା ଓ ପ୍ଲାଟିନମ୍ ଗହଣାର ଗଢ଼ା ମୂଲ୍ୟ ଉପରେ ୧୫% ରିହାତି

    • ରୁପା ସାମଗ୍ରୀର ଗଢ଼ା ମୂଲ୍ୟ ଉପରେ ୧୦% ରିହାତି

    • ଜେମ୍ଷ୍ଟୋନ୍ସ ଉପରେ ୧୦% ରିହାତି

    • ୫୦,୦୦୦ ଟଙ୍କା, ୫୦,୦୦୦-୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା ଉପରେ ଯଥାକ୍ରମେ ୧୦%, ୧୫% ଓ ୨୦% ପର୍ଯ୍ୟନ୍ତ ରିହାତି

    Maximum 500 characters

    ଅର୍ଥନୀତି View all

    Find Us on Facebook