Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଭିଡ଼ିଓ ଭାଇରାଲ, ୩ ଗିରଫ

    Share on :
    Date: Apr 8, 2018    Views: 849

    ଭୁବନେଶ୍ୱର : ଦୁଷ୍କର୍ମ ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି  । ଗତ ୩୧ରେ କଳାହାଣ୍ଡିର ଭତ୍ରାଜୋର ଡ୍ୟାମକୁ ଜଣେ ଯୁବତୀଙ୍କୁ ୩ ଜଣ ଉଠାଇ ନେଇଥିଲେ  । ସେଠାରେ ଯୁବତୀଙ୍କୁ ମଦ ପିଆଇ ମାତାଲ କରିଦେଇଥିଲେ  । ପରେ ୩ ଜଣ ଯୁବକ ତାଙ୍କ ସହ ଗଣକୁକର୍ମ କରିବା ପରେ ଭିଡ଼ିଓକୁ ଭାଇରାଲ କରିଦେଇଥିଲେ  । ପରେ ଯୁବତୀ ଓ ତାଙ୍କ ପରିବାର ବର୍ଗ ଥାନାରେ ଏତଲା ଦେଇଥିଲେ  । ପୁଲିସ ଏହାର ଖୋଳତାଡ଼ କରି ଜୁନାଗଡ଼ର ୩ ଯୁବକଙ୍କୁ ଆଜି ଗିରଫ କରିଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook