Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅଦ୍ଭୂତ ଶିଶୁ ଜନ୍ମ

    Share on :
    Date: Apr 7, 2018    Views: 1457

    ଲମ୍ବୋଦର ଅଧିକାରୀ:

    ସୋରଡ଼ା: ଗଂଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀକେନ୍ଦ୍ରରେ ଏକ ଅଦ୍ଭୂତ ଶିଶୁ ଜନ୍ମଗ୍ରହଣ କରିଛି । ହାତଗୋଡ଼ ସଂପୂର୍ଣ୍ଣ ଠିକ୍ ଥିଲେ ମଧ୍ୟ ମୁହଁଟି ସଂପୂର୍ଣ୍ଣ ରୂପେ ଅସ୍ୱାଭାବିକ ହୋଇଯାଇଛି । ଆଖି ନାକ କିଛି ନାହିଁ । ପାଟି ମଧ୍ୟ ସଂପୂର୍ଣ୍ଣ ବିକୃତ । ମସ୍କିଷ୍କ ମଧ୍ୟ ବଡ଼ ହୋଇଅଛି । ସୋରଡ଼ା ବ୍ଲକ ଗାଜଲବାଡ଼ି ପଂଚାୟତ କଙ୍ଗଡ଼ା ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ପ୍ରବିଣା ମଲ୍ଲିକ ଗତ କିଛିଦିନ ତଳେ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ସେ ଏହି ଶିଶୁପତୁ୍ର ଜନ୍ମ ଦେଇଚନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook