Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଦେବୁ ବୋଷ ଗୁରୁତର

    Share on :
    Date: Apr 6, 2018    Views: 321

    ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ସେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।  ତାଙ୍କୁ ଏବେ ଭେଂଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଦେବୁ ବୋଷ ୨ ଥର ହୃଦଘାତରେ ଶିକାର ହୋଇଥିଲେ । ହାଇଦ୍ରାବାଦରେ ରହୁଥିବା ସାନପୁଅଙ୍କ ନିକଟରେ ରହିଥିଲେ ଦେବୁ ବୋଷ । ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିବା ସୂଚନା ଦେଇଛନ୍ତି ବଡ଼ପୁଅ ସାର୍ଥକ ବୋଷ ।  

    Maximum 500 characters

    କଳା View all

    Find Us on Facebook