Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମାର୍କ ନୁହେଁ ପରୀକ୍ଷାରେ ଚୟନ ହେବେ ଶିକ୍ଷକ

    Share on :
    Date: Apr 5, 2018    Views: 897

    ଭୁବନେଶ୍ୱର : ଶିକ୍ଷା ବିଭାଗରେ ଆସିବ ସଂସ୍କାର  । ପୂର୍ବଭଳି ମାର୍କ ନୁହେଁ ସାକ୍ଷାତକାର ଜରିଆରେ ଶିକ୍ଷକଙ୍କୁ ଚୟନ କରାଯିବ  । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶିକ୍ଷକମାନେ ଚୟନ ହେବେ  । ଷ୍ଟାଫ ସିଲେକ୍ସନ ଭଳି ସଂସ୍ଥା ଜରିଆରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ଦେଇଛନ୍ତି  । ସେହିପରି ଶିକ୍ଷକମାନଙ୍କ ବଦଳି ମଧ୍ୟ ଅନଲାଇନ୍ ପ୍ରକ୍ରିୟାରେ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି  । ସମ୍ପ୍ରତି ୧୦୦ ମିଟର ଦୂରତାରେ ରାଜ୍ୟର ୪୨ ଶହ ସ୍କୁଲ୍ ଥିବାବେଳେ ତାହାକୁ ୨୦୦୦ରେ ସୀମିତ କରିବାର ମଧ୍ୟ ଯୋଜନା ରହିଛି  । ଏହାଛଡ଼ା ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ  । ଅପ୍ରେଲ ୧୭ରୁ ମେ’୫ ମଧ୍ୟରେ ପ୍ରାୟ ୧.୭୫ ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ  । ଡିପିସି ଓ ଡିଓ ଅଫିସକୁ ମିଶାଇ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook