Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ହିଂଦୋଳରେ ବିଜେଡ଼ିର ବାଜିମାତ୍

    Share on :
    Date: Apr 5, 2018    Views: 1043

    ଭୁବନେଶ୍ୱର : ଅତାବିରା ଏନଏସି ଭଳି ହିନେ୍ଦାଳ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ବାଜିମାତ୍ କରିଛି  । ୧୬ ୱାଡର଼୍ ବିଶିଷ୍ଟ ହିନେ୍ଦାଳ ଏନଏସିରେ ବିଜେଡ଼ି ଏକପାଖିଆ ଭାବେ ବିଜୟୀ ହୋଇଛି  । ଇତିମଧ୍ୟରେ ୧୨ଟି ୱାଡର଼୍ର ଫଳାଫଳ ବାହାରି ସାରିଥିବାବେଳେ ବିଜୁ ଜନତା ଦଳ ୧୦ଟି ଓ ସ୍ୱାଧୀନ ୨ଟି ଆସନ ଅକ୍ତିଆର କରିଛନ୍ତି  ।
    ହିନେ୍ଦାଳ ଏନଏସିରେ ବିଜୟୀ ପ୍ରାର୍ଥୀ
    ୧- ରୀତା ପଲେଇ (ବିଜେଡ଼ି)
    ୨- ପ୍ରଦୀପ ବେହେରା (ବିଜେଡ଼ି)
    ୩- ଏନାୟତ ଉଲ୍ଲା ଖାଁ (ସ୍ୱାଧୀନ)
    ୪- ତପନ ପରିଡ଼ା (ବିଜେଡ଼ି)
    ୫- ରୀନା ବେହେରା (ବିଜେଡ଼ି)
    ୬- ସୁବାସ ଚନ୍ଦ୍ର ବେହେରା (ବିଜେଡ଼ି)
    ୭- ପଲକ ଦେହୁରୀ (ବିଜେଡ଼ି)
    ୮- ରଶ୍ମୀତା ସାହୁ (ବିଜେଡ଼ି)
    ୯- ଲବଙ୍ଗ ଦେବୀ (ବିଜେଡ଼ି)
    ୧୦- ଶ୍ୟାମଘନ ଭୂତିଆ (ସ୍ୱାଧୀନ) 
    ୧୧- ପ୍ରଦୁ୍ୟମ୍ନ ବେହେରା (ବିଜେଡ଼ି)
    ୧୨- ଟିମା ବେହେରା (ବିଜେଡ଼ି)
    ୧୩- ବସୁମତୀ ସାହୁ (ବିଜେଡ଼ି)
    ୧୪ - ବିଜୟ ଦାସ (ବିଜେଡ଼ି)
    ୧୫- ରମେଶ ସାହୁ (ବିଜେଡ଼ି)
    ୧୬ - ବିଜୟ ପ୍ରଧାନ

    Maximum 500 characters

    ଆଂଚଳିକ View all

    Find Us on Facebook