Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତକୁ ପ୍ରଥମ ପଦକ ଦେଲେ ଗୁରୁରାଜା

    Share on :
    Date: Apr 5, 2018    Views: 227

    ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ପଦକ ହାସଲ କରିଛି  । ୫୬ କେଜି ଭାର ଉତୋଳନ ପ୍ରତିଯୋଗିତାରେ ଭାରତର ଗୁରୁରାଜା ରୌପ୍ୟ ପଦକ ହାସଲ କରିଛନ୍ତି  ।

    ସ୍ନାଚିଂରେ ଗୁରୁରାଜା ୧୧୧ କେଜି ଉଠାଇଥିବାବେଳେ କ୍ଲିନ୍ ଓ ଜର୍କରେ ୧୩୮ କେଜି ଭାର ଉତୋଳନ କରିଥିଲେ  । ଏହି ପ୍ରତିଯୋଗିତାରେ ମାଲେସିଆର ମହମ୍ମଦ ଇଜାହାର ଅହମ୍ମଦ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ  । ସେ ୨୬୧ କେଜିର ଭାର ଉତୋଳନ କରିଥିବାବେଳେ ବ୍ରୋଂଜ ପଦକ ହାସଲ କରିଥିବା ଶ୍ରୀଲଙ୍କାର ଚତୁରାଙ୍ଗ ଲାକମଲ ୨୪୮ କେଜି ଉଠାଇବାରେ ସମର୍ଥ ହୋଇଥିଲେ  । ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ରେ ଗୁରୁରାଜା ବ୍ରୋଂଜ ପଦକ ହାସଲ କରିପାରିଥିଲେ  ।

    Maximum 500 characters

    ଖେଳ ଖବର View all

    Find Us on Facebook