Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶାହା ଓଡ଼ିଶା ଆସିଲେ ବିଜେପି ଛିଡେ଼, ବିଜେଡ଼ି ବଢେ଼ : ଅରୁଣ ସାହୁ

    Share on :
    Date: Apr 3, 2018    Views: 1699

    ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଯେତେବେଳେ ଓଡ଼ିଶା ଆସନ୍ତି ସେତେବେଳେ ବିଜେପି ଛିଡେ଼ ଓ ବିଜେଡ଼ି ବଢେ଼  । ଆସନ୍ତାକାଲି ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଏମିତି ଛିଗୁଲାଇଛି ବିଜୁ ଜନତା ଦଳ  ।

    ବିଜେଡିର ପ୍ରଭାବଶାଳୀ ନେତା ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ଅମିତ୍ ଶାହା ସମ୍ପତି କିଭଳି ବଢେ଼ ସେନେଇ ମନ୍ତ୍ର ଦେବା ଦରକାର  । ତାଙ୍କ ପୁଅର ସମ୍ପତି ଏତେ ଶୀଘ୍ର ଏତେ ଗୁଣା କିଭଳି ହେଲା ତାହାର ଉତର ରଖିବା ଉଚିତ୍  । ୫୦ ହଜାରର ବ୍ୟବସାୟ କିଭଳି ୮୦ କୋଟି ଟଙ୍କାରେ ପହଁଚିଲା ସେନେଇ ପ୍ରଶ୍ନ କରିଛନ୍ତି ଅରୁଣ  । ସେହିପରି ସେ କହିଛନ୍ତିଯେ, ଯେତେବେଳେ ଓଡ଼ିଶା ଆସନ୍ତି ସେତେବେଳେ ବିଜେପି ଛିଡ଼ିଥିବାବେଳେ ବିଜେଡ଼ି ବଢ଼ିବାର ନଜିର ରହିଛି  । ବର୍ଷକୁ ମୋଦି ସରକାର ୨ କୋଟି ନିଯୁକ୍ତି ଦେବା କଥା କହିଥିବାବେଳେ ନିଯୁକ୍ତି କୁଆଡେ଼ ଗଲା ବୋଲି ମଧ୍ୟ ଅରୁଣ ପ୍ରଶ୍ନ କରିଛନ୍ତି  ।

    Read more

    ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ୱାଭାବିକ: ଅରୁଣ ସାହୁ

    ଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବହୁ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଛନ୍ତି । ଟିକେଟ ବଣ୍ଟନକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି । ନିରାଶ ହେବା ପରେ ବହୁ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଲମ୍ଫ ପ୍ରଦାନ କରିଛନ୍ତି । ତେବେ ବିଜେଡି ଏକ ବଡ଼ ପରିବାର । ...

    Read more

    ନରସିଂହଙ୍କୁ ଜ୍ଞାନ ଆହରଣ କରିବାକୁ ପଡ଼ିବ: ଅରୁଣ ସାହୁ

    ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଜ୍ଞାନ ଆହରଣ କରିବାକୁ ପଡ଼ିବ । ତାଙ୍କୁ ସଂସଦୀୟ ବ୍ୟବସ୍ଥା ଉପରେ ଜ୍ଞାନ ଆହରଣ କରିବାକୁ ପଡ଼ିବ । ଗୃହ ମୁଲତବୀକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ଏଭଳି କହିଛନ୍ତି ବିଜେଡି ମୁଖପାତ୍ର ଅରୁଣ ...

    Read more

    ବିଜେପି ଟାଣିଓଟାରି ଅଧିକ କହୁଛି: ଅରୁଣ ସାହୁ

    ଭୁବନେଶ୍ୱର: ବିଜେପି ଟାଣିଓଟାରି ଅଧିକ କହୁଛି । ବିଜେପିକୁ ଆକ୍ଷେପ କରି ଶୁକ୍ରବାର ଏଭଳି କହିଛନ୍ତି ବିଜେଡି ମୁଖପାତ୍ର ଅରୁଣ ସାହୁ । ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରାନଯିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବା ପରେ ଶ୍ରୀ ...

    Maximum 500 characters

    ଅଧିକ ମତାମତ

    Yes I am very happy to Bjd member

    Diptiranjanrath

    Apr 3, 2018

    ରାଜନୀତି ତଡ଼କା View all

    Find Us on Facebook