Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାଗଲପୁର ଦଙ୍ଗା : କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗିରଫ

    Share on :
    Date: Apr 1, 2018    Views: 1015

    ପାଟଣା : ଭାଗଲପୁର ଦଙ୍ଗା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ପୁଅ ଅର୍ଜିତ ଶାଶ୍ବତଙ୍କୁ ପାଟଣା ପୁଲିସ ଗିରଫ କରିଛି । ଫଳରେ ବିଜେପିକୁ ଧକ୍କା ଲାଗିଛି। ଅପରପକ୍ଷରେ ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛେଇନାହିଁ। ଜିଲ୍ଲା ପ୍ରଶାସନର ବିନାନୁମତିରେ ଅର୍ଜିତଙ୍କ ନେତୃତ୍ୱରେ ଶୋଭାଯାତ୍ରା ବାହାରିଥିଲା। ପରେପରେ ଏହାକୁ ନେଇ ଭାଗଲପୁରରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା । ଏହାର ପ୍ରଭାବ ଅନ୍ୟ ଅଞ୍ଚଳରେ ପଡିଥିଲା। ଏଥିପାଇଁ ଅର୍ଜିତକୁ ଦାୟୀ କରାଯାଇଥିଲା। ତେବେ ଆଗୁଆ ଜାମିନ ପାଇଁ ସେ କୋର୍ଟ ଯାଇଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook