Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମାସକୁ ଆଶାକର୍ମୀ ପାଇବେ ୨ ହଜାର ଟଙ୍କା

    Share on :
    Date: Mar 22, 2018    Views: 1975

    ଭୁବନେଶ୍ୱର : ଏଣିକି ଆଶା କର୍ମୀମାନେ ମାସିକ ୨ ହଜାର ଟଙ୍କା ପାଇବେ  । ସେହିପରି ଅତିରିକ୍ତ ଭତା ମଧ୍ୟ ପ୍ରଦାନ କରାଯିବ  । ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା  ।
    ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ‘ଆଶା ମାତୃତ୍ୱ ଯୋଜନା’ ସମ୍ପର୍କରେ ଘୋଷଣା କରିଛନ୍ତି  । ଫଳରେ ଏଣିକି ଆଶା କର୍ମୀମାନଙ୍କୁ ମାସିକ ୨ ହଜାର ଟଙ୍କାର ପାରିତୋଷିକ ମିଳିବ  । ପୂର୍ବରୁ ସେମାନଙ୍କୁ କୌଣସି ମାସିକ ପାରିତୋଷିକ ମିଳୁନଥିଲା  । ସେହିପରି ଗର୍ଭଧାରଣର ୭ ମାସରୁ ପିଲା ଜନ୍ମ ହେବାର ୩ ମାସ ପର୍ଯ୍ୟନ୍ତ ମାସିକ ୧ ହଜାର ଟଙ୍କା ଲେଖାଏଁ ଭତା ମଧ୍ୟ ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । 

    Maximum 500 characters

    ଅଧିକ ମତାମତ

    Very good initiation. After a long finally our ASHA workers get certain remuneration which is really highly appreciated.

    Puspalata sahoo

    Mar 22, 2018

    ଯୋଜନା ଓ ବିକାଶ View all

    Find Us on Facebook