Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ବିଶ୍ୱ ଜଳ ଦିବସ

    Share on :
    Date: Mar 22, 2018    Views: 139

    ଜଳ ହିଁ ଜୀବନ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଆଜି ହେଉଛି ବିଶ୍ୱ ଜଳ ଦିବସ । ସେହି ଜଳ ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଲାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ‘ଗ୍ଦବଙ୍ଖର ଙ୍ଗବଗ୍ଧରକ୍ସ , ଗ୍ଦବଙ୍ଖର କ୍ଷସଲର’ ଉପରେ ବାର୍ତା ପ୍ରଦର୍ଶନ କରିଛନ୍ତି । ସେହିପରି ଅନ୍ୟଜଣେ ବାଲୁକା ଶିଳ୍ପୀ ମାନସ ସାହୁ  ‘ଘବଗ୍ଧଙ୍କକ୍ସର ଲକ୍ଟକ୍ସ ଙ୍ଗବଗ୍ଧରକ୍ସ’ କୁ ନେଇ ବାଲୁକା କଳା ନିର୍ମାଣ କରିଛନ୍ତି । ଦିନକୁ ଦିନ ଜଳ ସଙ୍କଟ ବୃଦ୍ଧି ହେତୁ ଆଜିର ଦିନରେ ଜଳ ଦିବସର ବିଶେଷତ୍ୱ ବୃଦ୍ଧି ପାଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଜନସାଧାରଣମାନଙ୍କୁ ସଚେତନ କରାଇବା ନିମନ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୋଇଅଛି ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook