Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପଛୁଆ ବର୍ଗଙ୍କ ପାଇଁ ହେବ ଶହେ ହଷ୍ଟେଲ୍

    Share on :
    Date: Mar 16, 2018    Views: 409

    ଭୁବନେଶ୍ୱର : ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ୧୦୦ଟି ହଷ୍ଟେଲ ପ୍ରତିଷ୍ଠା କରିବେ  । ପ୍ରତ୍ୟେକ ହଷ୍ଟେଲରେ ୧୦୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ  । ଅର୍ଥାତ୍ ଏହି ହଷ୍ଟେଲମାନଙ୍କରେ ୧୦ ହଜାର ପିଲା ରହି ପାଠପଢ଼ିବାର ସୁବିଧା ପାଇପାରିବେ  । ଓବିସି ଓ ଏସଇବିସି ବର୍ଗର ପିଲାମାନଙ୍କ ପାଇଁ ଏହି ହଷ୍ଟେଲ ନିର୍ମାଣ ହେବ  । ଏଥିପାଇଁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ୧୪ଟି ଏଡ଼ୁକେସନାଲ ହବ୍ରେ ଏହି ହଷ୍ଟେଲ ପ୍ରତିଷ୍ଠା ହେବବୋଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି  ।

    Maximum 500 characters

    ଅଧିକ ମତାମତ

    Good job but amiti jadi job pai kichi huanta thahala tika bhala huanta General pila ka pai kana kichi nahi jadi nahi kana pai nahi Samastanku saman facility miliba dar kar General pila patha padhi job paiba scst obc pila percentage ra job paiba kuhatha bhai kama kia better kariba I THINK ALL R EQUAL HABA DARKAR

    Haraprasad

    Mar 16, 2018

    ଯୋଜନା ଓ ବିକାଶ View all

    Find Us on Facebook