Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯୋଧପୁରରେ ଚାଲିଛି ଅମିତାଭଙ୍କ ଚିକିତ୍ସା

    Share on :
    Date: Mar 13, 2018    Views: 107

    ଜୟପୁର : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଅସୁସ୍ଥ ଅଛନ୍ତି  । ଯୋଧପୁରରେ ‘ହିନେ୍ଦାସ୍ତାନ’ର ସୁଟିଂ ବେଳେ ହଠାତ୍ ଅମିତାଭ ଅସୁସ୍ଥ ହୋଇପଡ଼ିଥିଲେ  । ଅମିତାଭଙ୍କ ଚିକିତ୍ସା ପାଇଁ ମୁମ୍ବାଇର ଏକ ତିନିଜଣିଆ ଡାକ୍ତରୀ ଟିମ୍ ଯୋଧପୁରରେ ପହଁଚି ଅମିତାଭଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି  ।

    ମିଳିଥିବା ସୂଚନାନୁଯାୟୀ, ଅମିତାଭ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାବେଳେ ଫିଟ୍ ରହିବା ପାଇଁ ତାଙ୍କୁ ତରଳ ଖାଦ୍ୟ ଗ୍ରହଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି  । ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ ସଂଧ୍ୟାରେ ପୁଣିଥରେ ଡାକ୍ତରମାନେ ତାଙ୍କର ପରୀକ୍ଷା କରିବେ  । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସୁଟିଂରେ ବ୍ୟସ୍ତ ରହିବାରୁ ଅମିତାଭ ଅସୁସ୍ଥ ଅନୁଭବ କରୁଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook