Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା : ୪୦ ମୃତୁ୍ୟ

    Share on :
    Date: Mar 12, 2018    Views: 1153

    କାଠମାଣ୍ଡୁ : ନେପାଳର କାଠମାଣ୍ଡୁ ବିମାନ ବନ୍ଦରରେ ଭୟଙ୍କର ଦୁର୍ଘଟଣା ଘଟିଛି  । ବିମାନରେ ୭୧ ଜଣ ଯାତ୍ରୀ ଓ କି୍ରଉ ମେମ୍ବର ଯାତ୍ରା କରୁଥିବାବେଳେ ଦୁର୍ଘଟଣାରେ ପ୍ରାୟ ୪୦ ଜଣଙ୍କର ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି  । ବାଂଲାଦେଶୀ ଏୟାର ଲାଇନର ୟୁଏସ-ବାଂଲା ବିମାନ ବିଏସ୨୧୧ ଅପରାହ୍ନରେ କାଠମାଣ୍ଡୁରେ ଅବତରଣ କରିବା ବେଳେ ଏହି ଦୁଃଖଦାୟକ ଘଟଣା ଘଟିଥିଲା  । ଇତିମଧ୍ୟରେ ୧୭ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି  । ତେବେ କେଉଁ କାରଣରୁ ବିମାନଟି ଦୁର୍ଘଟଣା ହୋଇଛି ତାହା ଜଣାପଡ଼ିନାହିଁ  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook