Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଶାନ୍ତ ନନ୍ଦଙ୍କ ସମ୍ପତ୍ତି ମୂଲ୍ୟ ୩ କୋଟି ୬୫ ଲକ୍ଷ

    Share on :
    Date: Mar 9, 2018    Views: 297

    ଭୁବନେଶ୍ୱର : ପ୍ରଶାନ୍ତ ନନ୍ଦଙ୍କ ବାର୍ଷିକ ଆୟ ୨୦୧୬-୧୭ରେ ୩ ଲକ୍ଷ ୫୫ ହଜାର ୧୩୦ ଟଙ୍କା ଥିବାବେଳେ ତାଙ୍କ ପନôୀଙ୍କ ବାର୍ଷିକ ଆୟ ୨ ଲକ୍ଷ ୯୮ ହଜାର ୭୮୧ ଟଙ୍କା ଦର୍ଶାଯାଇଛି  । ସେହିପରି ତାଙ୍କ ନିକଟରେ ୨୯ ଲକ୍ଷ ୨୦ ହଜାର ୭୮୩ ଟଙ୍କାର ଅସ୍ଥାବର ସମ୍ପତି ରହିଥିବାବେଳେ ତାଙ୍କ ପନôୀଙ୍କ ନିକଟରେ ୭୮ ଲକ୍ଷ ୩୩ ହଜାର ୩୮୪ ଟଙ୍କାର ଅସ୍ଥାବର ସମ୍ପତି ରହିଛି  । ପ୍ରଶାନ୍ତ ନନ୍ଦଙ୍କର ସ୍ଥାବର ସମ୍ପତି ମୂଲ୍ୟ ୫୦ ଲକ୍ଷ ଟଙ୍କା ହୋଇଥିବାବେଳେ ତାଙ୍କ ପନôୀଙ୍କ ନିକଟରେ ଥିବା ସ୍ଥାବର ସମ୍ପତି ମୂଲ୍ୟ ୨ କୋଟି ୮ ଲକ୍ଷ ଟଙ୍କା ରହିଛି  । ପ୍ରଶାନ୍ତ ନନ୍ଦଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ ୩ କୋଟି ୬୫ ଲକ୍ଷ ୫୪ ହଜାର ୧୨୨ ଟଙ୍କା ଥିବା ସତ୍ୟପାଠରେ ଦର୍ଶାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook