Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅପ୍ରେଲ ୨ରୁ ସକାଳୁଆ ସ୍କୁଲ, ମେ’ ୪ରୁ ଖରାଛୁଟି

    Share on :
    Date: Mar 9, 2018    Views: 225

    ଭୁବନେଶ୍ୱର : ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ ଆରମ୍ଭ ହାଇଯାଇଛି  । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ଅପ୍ରେଲ ୨ରୁ ସକାଳୁଆ ସ୍କୁଲ କରିବା ପାଇଁ ନିଷ୍ପତି ନେଇଛନ୍ତି  । ସକାଳ ସାଢେ଼ ୬ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ  । କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିପାରିବ ନାହିଁ  । ସେହିପରି ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି  । ଏହାଛଡ଼ା ମେ’୪ରୁ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook