Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଚିପିଲିମାରୁ ୨ଶିଶୁଙ୍କ ମୃତଦେହ ଉଦ୍ଧାର

    Share on :
    Date: Mar 9, 2018    Views: 39

    ଭୁବନେଶ୍ୱର: ସମ୍ବଲପୁର ସ୍ଥିତ ଚିପିଲିମାରେ ଥିବା ପାୱାର ଚ୍ୟାନେଲରୁ ଆଜି ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଶିଶୁ ଦୁଇଙ୍କର ପରିଚୟ ମିଳିପାରିନାହିଁ ।  ଆଜି ସକାଳେ ସ୍ଥାନୀୟ ଲୋକୋ ପାୱାର ଚ୍ୟାନେଲ୍ରେ ଦୁଇ ଜଣ ଶିଶୁଙ୍କ ମୃତଦେହ ଭାସୁଥିବା ବେଳେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଶିଶୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ପୁଲିସ୍ କେଉଁ ପରିସ୍ଥିତିରେ ଦୁଇ ଶିଶୁଙ୍କ ମୃତଦେହ ଏଠାକୁ ଆସିଛି ଓ ସେମାନଙ୍କର ପରିଚୟ ନେଇ ତଦନ୍ତ ଜାରି ରଖିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook