Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଶାନ୍ତ, ସୌମ୍ୟ ଓ ଅଚୁ୍ୟତ

    Share on :
    Date: Mar 9, 2018    Views: 93

    ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡ଼ି ମୁଖପାତ୍ର ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତ  । ଦିନ ୧୧ଟାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରରେ ତିନି ପ୍ରାର୍ଥୀ ପହଁଚିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆସି ସେମାନେ ପ୍ରାର୍ଥୀପତ୍ର ଦାଖଲ କରିବେ  । ଦିନ ୯ଟାରେ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବା ପ୍ରାର୍ଥୀମାନଙ୍କର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଯାଂଚ କରାଯାଇଥିଲା  । 

    Maximum 500 characters

    ତାଜା ଖବର View all

    Find Us on Facebook