Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସଚିବାଳୟରେ ମହୁମାଛି ଆତଙ୍କ

    Share on :
    Date: Mar 8, 2018    Views: 295

    ଭୁବନେଶ୍ୱର : ସଚିବାଳୟରେ ମହୁମାଛି ଆତଙ୍କ ସୃଷ୍ଟି କରିଛି  । ମହୁମାଛି ଗୋଡ଼ାଇ ଗୋଡ଼ାଇ ମହୁମାଛି ବିନ୍ଧି ଚାଲିଲେ  । ଭୟରେ ଲୋକମାନେ ଏଣେତେଣେ ଦଉଡ଼ିବାରେ ଲାଗିଥିଲେ  । ମହୁମାଛି ବିନ୍ଧିବାର ବହୁ ଲୋକ ଆହତ ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି  । ଏପରିକି ପ୍ରମୋ ସୁଟିଂ କରିବାକୁ ଆସିଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମହୁମାଛିମାନେ ଗୋଡ଼ାଇ ଗୋଡ଼ାଇ ବିନ୍ଧିଥିଲେ  । ଉକ୍ତ ପ୍ରମୋ ସୁଟିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା  । 

     

    Maximum 500 characters

    ତାଜା ଖବର View all

    Find Us on Facebook