Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟସଭା ଟିକେଟ ମିଳିଲାନି ବୋଲି ଜ୍ୟୋତି ପାଣିଗ୍ରାହୀଙ୍କ କ୍ଷୋଭ

    Share on :
    Date: Mar 8, 2018    Views: 9375

    ଭୁବନେଶ୍ୱର : ରାଜ୍ୟସଭା ଟିକେଟ ନପାଇବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ  । ଏନେଇ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତିଯେ, ବିଜୁବାବୁ ମୋତେ ରାଜନୀତିକୁ ଆଣିଥିଲେ  । ସେବେଠାରୁ ୩୫ ବର୍ଷ ଧରି କ୍ଷମତାରେ ରହିଛି  । ରାଜ୍ୟସଭାରୁ ପଶ୍ଚିମ ଓଡ଼ିଶାର ୩ଟି ଆସନ ଖାଲି ପଡ଼ିଥିଲା  । ହେଲେ ପଶ୍ଚିମ ଓଡ଼ିଶାର କାହାରିକୁ ସୁଯୋଗ ଦିଆଗଲା ନାହିଁ  । ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ  । ହେଲେ ଅନ୍ୟମାନଙ୍କୁ ଦିଆଗଲା  । ପଶ୍ଚିମ ଓଡ଼ିଶାର ସେବା କରିବାରୁ ସେ ବଂଚିତ ହୋଇଛନ୍ତି  । ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ଜ୍ୟୋତି କ୍ଷୋଭ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook