Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲୋକାୟୁକ୍ତଙ୍କୁ ଛୁରାମାଡ଼

    Share on :
    Date: Mar 7, 2018    Views: 357

    ବାଙ୍ଗାଲୋର: କର୍ଣ୍ଣାଟକ ରାଜ୍ୟର ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଥିବା ବିଶ୍ୱନାଥ ସେଟ୍ଟୀଙ୍କୁ ଛୁରାମାଡ଼ କରାଯାଇଛି । ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ଲୋକୟୁକ୍ତଙ୍କୁ ଛୁରି ଭୁଶିଦେଇଛି ଦୁର୍ବୃତ । ଗୁରୁତର ଅବସ୍ଥାରେ ବିଶ୍ୱନାଥଙ୍କୁ ସ୍ଥାନୀୟ ମାଲ୍ୟା ହସ୍ପିଟାଲରେ ଭର୍ତି କରାଯାଇଛି । ଯଦିଓ ସେ ବିପଦମୁକ୍ତ ଅଛନ୍ତି ତଥାପି ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଅଭିଯୁକ୍ତ ତେଜସ ଶର୍ମାଙ୍କୁ ପୁଲିସ୍ ଗିରଫ କରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook