Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜେଡିରୁ ବିଦା ହେଲେ କର୍ପୋରେଟର

    Share on :
    Date: Mar 7, 2018    Views: 1547

    କଟକ : କଟକ ମହାନଗର ନିଗମର ୭ନମ୍ବର ୱାର୍ଡର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କୃତ କରିଛି ଦଳ । ବିଜେଡି କଟକ ଜିଲ୍ଲା ସଭାପତି ତାଙ୍କୁ ଦଳରୁ ବହିସ୍କୃତ କରିଥିବା ଜଣାପଡ଼ିଛି । ଦଳ ବିରୋଧୀ କାର୍ଯ୍ୟ ଓ ଅସାମାଜିକ ତତ୍ୱଙ୍କ ସହ ମିଶିବା ଅଭିଯୋଗରେ ତାଙ୍କୁ ଦଳରୁ ବିଦା କରାଯାଇଥିବା ଜଣାପଡ଼ିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସ ମାମଲାରେ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ କମିଶନରେଟ ପୁଲିସ୍ ଆଜି ଗିରଫ କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook