Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଜେଡି କର୍ପୋରେଟର ଗିରଫ

    Share on :
    Date: Mar 7, 2018    Views: 1519

    କଟକ : କଟକ ମହାନଗର ନିଗମର ୭ନମ୍ବର ୱାର୍ଡର ବିଜେଡି କର୍ପୋରେଟରଙ୍କୁ ଗିରିଫ କରିଛି ପୁଲିସ୍ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସ ମାମଲାରେ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ପୁଲିସ୍ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ । ପୂର୍ବରୁ ଡି’ଲିଙ୍କ ମାମଲାରେ ରଂଜିତାଙ୍କୁ ବହୁବାର ପୁଲିସ୍ ଜେରା କରିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook