Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମାର୍ଚ୍ଚ ୨୦ରୁ ମାଟ୍ରିକ ଖାତା ଦେଖା

    Share on :
    Date: Mar 6, 2018    Views: 104

    ଭୁବନେଶ୍ୱର : ଶେଷ ପର୍ଯ୍ୟାୟରେ ପହଁଚିଛି ମାଟି୍ରକ ପରୀକ୍ଷା  । ପରୀକ୍ଷା ଖାତା ଦେଖିବା ପାଇଁ ବୋଡର଼୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଆସନ୍ତା ମାର୍ଚ୍ଚ ୨୦ରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବବୋଲି ବୋଡର଼୍ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି  । ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ୫୭ଟି ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି  । ସେହିପରି ୧୩2୮୦ ଶିକ୍ଷକ  ଖାତା ଦେଖାରେ ନିୟୋଜିତ ହେବେ  । ଦୁଇ ସପ୍ତାହ ମଧ୍ୟରେ ଖାତା ଦେଖା ଶେଷ ହେବ ବୋଲି ବୋଡର଼୍ ସଭାପତି ସୂଚନା ଦେଇଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook