Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଧାନ ବ୍ୟବସାୟୀଙ୍କୁ ହତ୍ୟା

    Share on :
    Date: Mar 6, 2018    Views: 31

    ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଥାନା ଅନ୍ତର୍ଗତ ବାଗଡେଗା ଛକ ନିକଟରେ ଜଣେ ଧାନ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ୩ଜଣ ଦୁର୍ବୃତ ଏକ ବାଇକରେ ଆସି ସଂପୃକ୍ତ ଧାନ ବ୍ୟବସାୟୀଙ୍କ ଉପରକୁ ଅଚାନକ ଗୁଳି ଚାଳନା କରିଥିଲେ । ୩/୪ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଫଳରେ ଧାନ ବ୍ୟବସାୟୀ ସେହି ସ୍ଥାନରେ ଟଳି ପଡ଼ିଥିଲେ । ତେବେ କେଉଁ କାରଣରୁ ଧାନ ବ୍ୟବସାୟୀଙ୍କୁ ଓ କିଏ ଗୁଳିଚାଳନା କରିଛି ତାହାର ପତା ମିଳିପାରିନାହିଁ । ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook