Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବୁଲିବ ‘ଆମ ଗାଁ ଆମ ବିକାଶ’ ଭିଡିଓ ଭ୍ୟାନ୍

    Share on :
    Date: Mar 4, 2018    Views: 649

    ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ ଭିଡିଓ ଭ୍ୟାନ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସଚିବାଳୟରୁ ଆରମ୍ଭ କରିଛନ୍ତି । ଏହି ଭ୍ୟାନଗୁଡିକ ଜରିଆରେ ଗାଁରୁ ସିଧାସଳଖ ସଚିବାଳୟ ସହ ଯୋଗାଯୋଗ ସ୍ଥାପନ ହୋଇପାରିବ । ଏଥିଲାଗି ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଭିଡିଓ ଭିଡିଓ ୱାଇ ସ୍ଥାପନ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସିଧାସଳଖ ସଚିବାଳୟରେ ପହଞ୍ଚôବା ସହ ତ୍ୱରିତ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, କ୍ରୀଡା, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook