May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ବାଚନରେ ହାରିଗଲେ ଓଡିଶା ରାଜ୍ୟପାଳଙ୍କ ପୁଅ

    Share on :
    Date: Mar 3, 2018    Views: 7015

    କୋହିମା : ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସସି ଜମିଙ୍କ ପୁଅ ନିର୍ବାଚନରେ ହାରି ଯାଇଛନ୍ତି  । ତାଙ୍କ ପୁଅ ସି. ଆପୋକ ଜମିର ମୋକକଚୁଙ୍ଗ ଟାଉନ ଆସନରୁ ନିର୍ବାଚନ ଲଢ଼ୁଥିଲେ  । ଆପୋକ ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ  । ତେବେ ଏଥର ସେ ନାଗା ପିପୁଲସ ଫ୍ରଂଟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା  କରୁଥିଲେ  । ଆପୋକ ତାଙ୍କ ପ୍ରତିପକ୍ଷ ତଥା ନାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟିର ମେତସୁବୋ ଜମିରଙ୍କ ଠାରୁ ୧୦୦୪ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି  । ମେତସୁବୋଙ୍କୁ ୨୯୬୪ ଆସନ ମିଳିଥିବାବେଳେ ଆପୋକଙ୍କୁ ୧୯୬୦ ଖଣ୍ଡ ଭୋଟ ମିଳିଥିଲା  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook