Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇତିହାସ ରଚିଲା ବିଜେପି, ତ୍ରିପୁରା ହରାଇଲା ମାଣିକ

    Share on :
    Date: Mar 3, 2018    Views: 329

    ଅଗରତାଲା/କୋହିମା/ସିଲଂ : ତି୍ରପୁରାରେ ଇତିହାସ ରଚିବାକୁ ଯାଉଛି ବିଜେପି  । ଅଢେ଼ଇ ଦଶନ୍ଧି ଧରି ଦେଶର ସବୁଠାରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମାଣିକ ସରକାରଙ୍କୁ ଧରାଶାୟୀ କରିଛନ୍ତି ତ୍ରିପୁରାବାସୀ  । ଶେଷ ଖବର ଅନୁଯାୟୀ ବିଜେପି ୪୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବାମମେଂଟ ୨୦ ଆସନରେ ଆଗୁଆ ରହିଛି  । ଚୂଡ଼ାନ୍ତ ଫଳାଫଳ ଆସିନଥିଲେ ମଧ୍ୟ ତି୍ରପୁରାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନରେ ବିପୁଳ ସଫଳତା ପାଇଁ ତ୍ରିପୁରାବାସୀଙ୍କ ଅଭିନନ୍ଦନ ଜଣାଇଛି  । ପଶ୍ଚିମବଙ୍ଗରେ ବାମଗଡ଼ର ପତନ ପରେ ତ୍ରିପୁରାରେ ବାମଗଡ଼ର ପତନ ବାମପନ୍ଥୀଙ୍କୁ ଶକ୍ତ ଧକ୍କା ଦେଇଛି  । ଏବେ କେବଳ କେରଳରେ ବାମପନ୍ଥୀଙ୍କ ସରକାର ରହିଛି  । 
    ତି୍ରପୁରାରେ ବିଜେପି ଆଇପିଏଫଟି ସହ ନିର୍ବାଚନୀ ବୁଝାମଣା କରିଥିଲା  । ଯାହାର ସୁଫଳ ବିଜେପି ନିର୍ବାଚନରେ ପାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook