Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚିଦାମ୍ବରମଙ୍କ ପୁଅ କାର୍ତ୍ତିକୁ ଗିରଫ କଲା ସିବିଆଇ

    Share on :
    Date: Feb 28, 2018    Views: 59

    ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ସିବିଆଇ ଗିରଫ କରିଛି  । ଏଫଇଏମଏ ଆଇନ୍ ଉଲ୍ଳଂଘନ ନେଇ ଚେନ୍ନାଇରୁ ସିବିଆଇ ତାଙ୍କୁ ଗିରଫ କରିଛି  ।
    ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ କାର୍ତି ଆଇଏନଏକ୍ସ ମିଡ଼ିଆ ଠାରୁ  ଚାନ୍ଦା ନେଇଥିଲେ  । ୧୦ ଲକ୍ଷ ଟଙ୍କାର ଲାଂଚ ନିଆ ଯାଇଥିବା ଅଭିଯୋଗ ହୋଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook