Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପ୍ରିଜାଇଡ଼ିଂ ଅଫିସର ନିଲମ୍ବିତ

    Share on :
    Date: Feb 24, 2018    Views: 65

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ୍) : ବୁଥରେ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତାଉଥିବାରୁ ଜଣେ ପ୍ରିଜାଇଡ଼ିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି  । ବିଜେପୁରର ବୁଥ ନମ୍ବର ୧୯୩ରେ ସେ ପ୍ରିଜାଇଡ଼ିଂ ଅଫିସର ଥିଲେ  । ଭୋଡେ଼ନ ବ୍ଲକ ଠିକାପଲ୍ଲୀ ପ୍ରକଳ୍ପ ବିଦ୍ୟାଳୟରେ ସେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook