Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଟ୍ରିବୁନାଲ ଗଠନ କରିବାକୁ ବାଧ୍ୟ ହେଲେ କେନ୍ଦ୍ର ସରକାର : ନବୀନ

    Share on :
    Date: Feb 21, 2018    Views: 97

    ଭୁବନେଶ୍ୱର : ମହାନଦୀ ପାଇଁ ବିଜେଡ଼ି ଲଢ଼ୁଛି ଓ ଲଢ଼ିବ  । ସୁପ୍ରିମକୋର୍ଟ ଆମକୁ ନ୍ୟାୟ ଦେଇଛନ୍ତି  । ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବା ପରେ ମହାନଦୀ ଟ୍ରିବୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି  । ବିଜେପୁର ନିର୍ବାଚନୀ ସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଗତକାଲି ଠାରୁ ବିଜେପୁର ଉପନିର୍ବାଚନରେ ନବୀନ ପ୍ରଚାର କରୁଛନ୍ତି  ।   ପ୍ରଥମ ଦିନ ନବୀନ ବରପାଲି ବଡ଼ଗାଁରେ ନିର୍ବାଚନୀ ସଭା କରିଥିଲେ  । ସେହିପରି ଅପରାହ୍ନରେ କୁମ୍ଭାରୀ ଓ ଆଗଲପୁରରେ ରୋଡ଼ ଶୋ କରିଥିଲେ  । ଆଜି ନବୀନ ଗାଇସିଲଟ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ  । ପରେ ବିଜେପୁରରେ ମଧ୍ୟ ଜନସଭାକୁ ଉଦବୋଧିତ କରିଥିଲେ  । ବିଜେପୁର ବିକାଶର ଦାୟିତ୍ୱ ସେ ନିଜେ ନେବେ  । ସୁବଳ ସାହୁ ବହୁତ ଭଲ କାମ କରୁଥିବାବେଳେ ବିକାଶ ଧାରାକୁ ଆଗେଇନେବା ପାଇଁ ଭଉଣୀ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ସେ ଆହ୍ୱାନ ଦେଇôଥଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook