Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ନିଯୁକ୍ତି ପାଇଲେ ୫ ନୂଆ ଆଇପିଏସ

    Share on :
    Date: Feb 17, 2018    Views: 597

    ଭୁବନେଶ୍ୱର : ଓଡ଼ିଶା କ୍ୟାଡ଼ରର ୫ ନୂଆ ଆଇପିଏସଙ୍କୁ ୫ଟି ସ୍ଥାନରେ ନିଯୁକ୍ତ କରାଯାଇଛି  । ଗୃହ ବିଭାଗ ପକ୍ଷରୁ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ ପାଇଛି  । ପଦ୍ମିନୀ ସାହୁଙ୍କୁ ବ୍ରହ୍ମପୁର ଏସଡ଼ିପିଓ, ରାହୁଲ ଜୈନଙ୍କୁ ବଡ଼ବିଲ ଏସଡ଼ିପିଓ, କୁଶାଳକର ନୀତିନ ଡାଗଡୁଙ୍କୁ ବାଲିଗୁଡ଼ା ଏସଡ଼ପିଓ, ଶାର୍ବଣା ବିବେକ ଏମଙ୍କୁ ମାଲକାନାଗିରି ଏସଡ଼ିପିଓ ଓ ପ୍ରତୁ୍ୟଷ ଦିବାକରଙ୍କୁ ଜୟପୁର ଏସଡ଼ିପିଓ ଭାବେ ନିଯୁକ୍ତ କରାଯାଇଛି  । 

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook