Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ୪୨ ବସରେ ତିଆରି ସୁଡଙ୍ଗ

    Share on :
    Date: Feb 13, 2018    Views: 169

    କାନାଡାରେ ରହୁଥିବା ବ୍ରୁସ୍ ବ୍ରିଚ୍ ନାମକ ଜଣେ ବ୍ୟକ୍ତି ୧୯୮୦ ମସିହାରୁ ୪୨ ଟି ବସ୍ ପୋତିବା କାମ ଆରମ୍ଭ କରିଥିଲେ । ଏହାକୁ ସେ ୮.୫ ଲକ୍ଷ ଟଙ୍କାରେ କିଣିଥିଲେ । ସେତେବେଳେ ପଡୋଶୀ ଳୋକମାନେ ଟାଙ୍କର ଏପରି କାମରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ  ଏହାର କାରଣ ଜାଣିବା ପରେ ସେମାନେ ତାଙ୍କର ଖୁବ୍ ପ୍ରଶଂସା କଲେ । ମାଟିତଳେ ପୋତା ଯାଇଥିବା ବସ୍ ଗୁଡିକୁ ମିଶାଇ ବ୍ରୁସ୍ ଏକ ସୁଡଗଂ ପ୍ରସ୍ତୁତ କରିଥିଲେ । ଏହି ସୁଡଗଂ ପରମାଣୁ ଆକ୍ରମଣକୁ ସହ୍ୟ କରିବାରେ ସକ୍ଷମ । ଏହି କାମରେ ତାଙ୍କର ୮୨ ବର୍ଷୀୟା ପତ୍ନୀ ମଧ୍ୟ ସହଯୋଗ କରିଥିଲେ । ବ୍ରୁସ୍ଙ୍କର ଏଭଳି ସୁଡଗଂ ତିଆରି କରିବାର ଉଦେ୍ଧଶ୍ୟ ଥିଲା ଯେ ବର୍ତମାନ ଯେଉଁଭଳି ଦେଶ ଦେଶ ମଧ୍ୟରେ ତିକ୍ତିତା ଲାଗି ରହିଛି ଏହା ଆଗାମୀ ଦିନରେ ଯୁଦ୍ଧର ରୂପନେବ ନିଶ୍ଚୟ । ସେତେବେଳେ ପରମାଣୁ ଆକ୍ରମଣରୁ ବଚିଂବା ପାଇଁ ଏହି ସୁଡଗଂ ଲୋକଙ୍କୁ ସୁରକ୍ଷିତ କରିବ । ଏହି ସୁଡଗଂରେ ରହିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । ସୁଡଗଂ ଭିତରେ ଏକା ସାଗଂରେ ୩୫୦ ଲୋକ ଆରମରେ ରହିପାରିବେ । ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ତାହା ଭିତରେ ହୋଇପାରିବ । 

    Maximum 500 characters

    ଅଜବ View all

    Find Us on Facebook