Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ରହସ୍ୟମୟ ‘ଏରିଆ-୫୧’

    Share on :
    Date: Feb 13, 2018    Views: 285

    ଦୁନିଆ ରହସ୍ୟାରେ ଭରା  । ଏମିତି ଏକ ରହସ୍ୟମୟ ସ୍ଥାନ ଆମେରିକାରେ ରହିଛି,ଯାହାର ନାମ ଶୁଣିବାକୁ ବଡ଼ ଅଜବ ଲଗିବ । ଏହି ସ୍ଥାନର ନାମ ହେଉଛି ‘ଏସିଆ-୫୧’ । ଏହି ପୂର୍ବରୁ ହୁଏତ ଆପଣ ଏପରି  କୋଡର଼୍ ୱାଡର଼୍ ଥିବା ରହସ୍ୟମୟ ସ୍ଥାନର ନାଁ ଶୁଣି ନ ଥିବେ ।


    ମିଳିଥିବା ଏକ ମିଡ଼ିଆ ରିର୍ପୋଟ ଅନୁଶାରେ ଏହି ସହସ୍ୟାମୟ ସ୍ଥାନ ହେଉଛି ଅମେରିକା ଏୟାରଫୋର୍ସର  । ରିର୍ପୋଟରେ କୁହାଯାଇଛି । ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଆବଦ୍ଧ ଏହି ସ୍ଥାନ ଚାରିପାଖରେ କ୍ୟାମେରାର ବ୍ୟବସ୍ଥା ରହିଥିବା ବେଳେ ଏହା ଭିତରୁ ଯିବା ପାଇଁ କାହାରିକୁ ସୁଯୋଗ ନଥାଏ  । ଦିନରାତି ଏହାର ବାଡ଼ ଚାରିପଟେ ସୁରକ୍ଷାକର୍ମୀ ହାତହତିଆର ସହ ଜାଗି ରହିଥାନ୍ତି ।


    ‘ଏରିଆ-୫୧’ରେ ଗ୍ରୁମ୍ ନାମକ ଏକ  ହ୍ରଦ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ହ୍ରଦକୁ ତୋପଖାନା ଭାବେ ବ୍ୟବହାର କରାଯାଇଥିଲା । ୧୯୫୫ରେ ଏହି ସ୍ଥାନକୁ ବିମାନ ‘ୟୁ-୨’ର ପରୀକ୍ଷଣ ପାଇଁ ବ୍ୟବହାର କରାଯାଇଥିଲା । ୧୯୫୫ରୁ ହିଁ ‘ଏରିଆ-୫୧’ଇଂଟେଲିଜେନ୍ସିର ନଜରକୁ ଆସିଥିଲା । ଏହା ଉପରେ ଆମେରିକା ବ୍ୟତୀତ ଅନ୍ୟ କେତେକ ଦେଶର ଉଟେଂଲିଜେନ୍ସି ବୁ୍ୟରୋ ନଜର ରଖିଛନ୍ତି । 
    ‘ଏରିଆ-୫୧’ ଆମେରିକା ଆର୍ମିର ଇଟେଂଲିଜେନ୍ସି ବିମାନ ବନ୍ଦର ଥିଲା । ଏହା ଆମେରିକାର ଲସ୍ ଭୋଗାସଠାରୁ ମାତ୍ର ୮୩ କି,ମି ଦୂରରେ ଅବସ୍ଥିତ  । ତେବେ ପ୍ରଥମେ ଆମେରିକା ସରକାର ଏହି ସ୍ଥାନର ଅବସ୍ଥିତିକୁ ଅସ୍ୱୀକାର କରିଥିଲେ ।ଆବଶ୍ୟ ପରେ ସ୍ୱୀକାର ମଧ୍ୟ କରିଛନ୍ତି । କୁହାଯାଉଛି ଯେ ଏଠାରେ ଏଲିୟନଙ୍କ ଉପରେ ଗବେଷଣା କରାଯାଉଛି । ଏଠାରେ ୟୁଏଫଓ ବା ଅନଅଥରାଇଜଡ଼୍ ଫ୍ଲାଇଂ ଭେଇକିଲ୍ ଅବଜେକ୍ଟ ଦେଖିବାକୁ ମିଳିଥାଏ  । ୨୦୧୫ରେ ଜଣେ ଅନ୍ତରୀକ୍ଷ ଯାତ୍ରୀ ଦାବି କରିଥିଲେ ଯେ ଆମେରିକା ଓ ରୁଷର ପରମାଣୁ ଯୁଦ୍ଧକୁ ରୋକିବାକୁ ଏଲିଆନ୍ ପୃଥିବୀକୁ ଅସିଥିଲେ । 

    Maximum 500 characters

    ଅଜବ View all

    Find Us on Facebook