Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇଏଏସ ସଂଘ

    Share on :
    Date: Feb 12, 2018    Views: 119

    ଭୁବନେଶ୍ୱର : ଦୁଇ ବରିଷ୍ଠ ଆଇଏଏସ ଅଫିସରଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଆଇଏଏସ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  । ଆଇଏଏସ ସଂଘ ସମେତ ଓଏଏସ ସଂଘ, ଓପିଏସ ସଂଘ, ସୂଚନା ସେବା ସଂଘ, ସଚିବାଳୟ ମୋଟରଯାନ ସଂଘ, ବିଭାଗୀୟ ମୁଖ୍ୟ ଦପ୍ତର ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି  । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଯେଭଳି ଏମିତି ଘଟଣା ନଘଟେ ସେଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି  । ଅପରପକ୍ଷରେ ଏଥିପ୍ରତି ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଆଇଏଏସ ସଂଘ ପକ୍ଷରୁ କୁହାଯାଇଛି  ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook