ମୁଖ୍ୟ ଖବର
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ନବକୁମାର ନାୟକଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ନାୟକଙ୍କର ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରହିଛି । ନିର୍ବାଚନ ପରିଚାଳନାରେ ମଧ୍ୟ ତାଙ୍କର ବେଶ୍ ଦକ୍ଷତା ରହିଛି । ପୂର୍ବରୁ ଶ୍ରୀ ନାୟକ ଷ୍ଟାଫ ସିଲେକ୍ସନ କମିଟିର ସଭ୍ୟ ଓ ଅଧ୍ୟକ୍ଷ ଭାବେ ସୁଚାରୂରୂପେ ନିଜର କାର୍ଯ୍ୟ ସମ୍ପାଦିତ କରିଛନ୍ତି ।
Comments ସମସ୍ତ ମତାମତ 0