Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ନବକୁମାର ନାୟକ ହେଲେ ରାଜ୍ୟ ନିର୍ବାଚନ କମିଶନର

    Share on :
    Date: Feb 4, 2018    Views: 163

    ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ନବକୁମାର ନାୟକଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି  । ଶ୍ରୀ ନାୟକଙ୍କର ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରହିଛି  । ନିର୍ବାଚନ ପରିଚାଳନାରେ ମଧ୍ୟ ତାଙ୍କର ବେଶ୍ ଦକ୍ଷତା ରହିଛି  । ପୂର୍ବରୁ ଶ୍ରୀ ନାୟକ ଷ୍ଟାଫ ସିଲେକ୍ସନ କମିଟିର ସଭ୍ୟ ଓ ଅଧ୍ୟକ୍ଷ ଭାବେ ସୁଚାରୂରୂପେ ନିଜର କାର୍ଯ୍ୟ ସମ୍ପାଦିତ କରିଛନ୍ତି  ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook