Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    କ’ଣ ହେଲା ମହଙ୍ଗା ?

    Share on :
    Date: Feb 1, 2018    Views: 223

    ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବଜେଟ୍ ଉପରେ କେଉଁ ସାମଗ୍ରୀ ମହଙ୍ଗା ହୋଇଛି  । ସାଧାରଣ ଜନତା ଉପରେ ଏହାର କେତେ ପ୍ରଭାବ ପଡ଼ିବ ? ଏନେଇ ସାଧାରଣରେ ଉତ୍ସୁକତା ପରିଲକ୍ଷିତ ହୋଇଛି  । ବିଶେଷକରି ବିଦେଶରୁ ଆମଦାନୀ ହେଉଥିବା କେତେକ ସାମଗ୍ରୀ ମହଙ୍ଗା ହେବ  ।


    ମହଙ୍ଗା ହେବାକୁ ଥିବା ସାମଗ୍ରୀଗୁଡ଼ିକ ହେଉଛି; କାର, ମୋଟର ସାଇକେଲ, ମୋବାଇଲ ଫୋନ, ସୁନା, ରୂପା, ପନିପରିବା, ଫଳ ରସ, କମଳା, ସନ୍ଗ୍ଲାସ, ପରଫୁ୍ୟମ୍, ଟଏଲଟ ୱାଟର, ସେଭିଙ୍ଗ କ୍ରିମ୍, ସେଭିଙ୍ଗ ଲୋସନ, ଡିଓଡ୍ରାଂଟ, ସେଂଟ, ଟ୍ରକ ଓ ବସର ରାଡ଼ିଏଲ ଟାୟାର, ଚପଲ, ରଂଗୀନ ଜେମଷ୍ଟୋନ, ହୀରା, ଇମିଟେସନ ଜୁଏଲାରୀ, ସ୍ମାର୍ଟ ୱାଚ, ଏଲସିଡ଼ି, ଏଲଇଡ଼ି ଟିଭି, ଫର୍ଣ୍ଣିଚର, ଲ୍ୟାମ୍ପ, ମ୍ୟାଟ୍ରେସ, ହାତ ଘଂଟା, କାନ୍ଥ ଘଂଟା, ଟ୍ରାଇ ସାଇକେଲ, ସ୍କୁଟର, ପେଡ଼ାଲ କାର, ଚକଲଗା ଖେଳଣା, କଣ୍ଢେଇ, ପଜଲସ, ଭିଡ଼ିଓ ଗେମ୍, ସ୍ପୋର୍ଟସ ଗେମ, ସ୍ୱିମିଂ ପୁଲ, ସିଗାରେଟ୍, ଲାଇଟର, କ୍ୟାଣ୍ଡେଲ, ଗୁଡ଼ି, ଅଲିଭ ଅଏଲ, ବାଦାମ ତେଲ  ।

    Maximum 500 characters

    ଅର୍ଥନୀତି View all

    Find Us on Facebook