May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବଜେଟ : ପ୍ରମୁଖ ଘୋଷଣାର ଝଲକ

    Share on :
    Date: Feb 1, 2018    Views: 265

    ୧. ଗୁଣାତ୍ମକ ଶିକ୍ଷା ପାଇଁ ଭିତିଭୂମି ବିକାଶ  । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଧିକ ସ୍କୁଲ ଖୋଲାଯିବ
    ୨. ଉଜ୍ଜାଳା ଯୋଜନାରେ ମିଳିବ ଆଉ ୮ କୋଟି ଗ୍ୟାସ ସଂଯୋଗ  । ୩. ସୌଭାଗ୍ୟ ଯୋଜନାରେ ହେବ ୪ କୋଟି ବିଜୁଳି ସଂଯୋଗ  । ୪. ନିର୍ମାଣ ହେବ ଆଉ ୨ କୋଟି ଶୌଚାଳୟ
    ୫. ଦିଲ୍ଲୀ, ହରିୟାଣା, ପଂଜାବରେ ବାୟୂ ପରଦୂଷଣ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରାବଧାନ
    ୬. ରେଳବାଇର ପୁଞ୍ଜି ବ୍ୟୟ ପାଇଁ ଖର୍ଚ୍ଚ ହେବ ୧,୪୮,୫୨୮ କୋଟି ଟଙ୍କା
    ୭. ସବୁ ଟ୍ରେନରେ ରହିବ ୱାଇଫାଇ ଓ ସିସିଟିଭି ଭଳି ଷ୍ଟେଟ ଅଫ ଦ ଆର୍ଟ ବ୍ୟବସ୍ଥା
    ୮. ଅମୃତ ଯୋଜନାରେ ଦେଶର ୧୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ  ।
    ୯. ନୂତନ କର୍ମଚାରୀଙ୍କ ପାଇଁ ତିନିବର୍ଷ ପର୍ଯ୍ୟନ୍ତ ଭାରତ ସରକାର ଦେବେ ୧୨% ଇପିଏଫ ଅଂଶ  ।
    ୧୦. ମୁଦ୍ରା ଋଣ ପାଇଁ ୩ ଲକ୍ଷ କୋଟି  । ଚଳିତ ବର୍ଷ ୧୦.୩୮ କୋଟି ଲୋକଙ୍କୁ ମିଳିସାରିଛି ମୁଦ୍ରା ଋଣ  । ସେମାନଙ୍କ ମଧ୍ୟରୁ ୭୦% ହେଉଛନ୍ତି ମହିଳା
    ୧୧. ଗଙ୍ଗା ସଫାଇ ପାଇଁ ୧୮୦ ପ୍ରକଳ୍ପ ନିମନ୍ତେ ବଜେଟ୍ ପ୍ରାବଧାନ  ।  ଗଙ୍ଗା କୂଳରେ ଥିବା ୧୧୫ ଜିଲ୍ଲାର ହେବ ବିକାଶ  ।
    ୧୨. ଉଡ଼ାନ ଯୋଜନାରେ ୧୬ଟି ବିମାନ ବନ୍ଦର ହେଉଥିବାବେଳେ ଆସନ୍ତା ଆର୍ଥକ ବର୍ଷରେ ନୂତନ ବିମାନ ବନ୍ଦର କରାଯିବ  । ଏବେ ଦେଶରେ ଏଏଆଇର ୧୫୪ ବିମାନବନ୍ଦର ରହିଛି  ।
    ୧୩. ୫ ଲକ୍ଷ ୱାଇଫାଇ ହଟସ୍ପଟ ପାଇଁ ଟେଲିକମ୍ ଭିତିଭୂମିର ବିକାଶ ନିମନ୍ତେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  ।

    Maximum 500 characters

    ଅର୍ଥନୀତି View all

    Find Us on Facebook