May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବଜେଟରେ ଚାଷୀଙ୍କ ପାଇଁ କ’ଣ ରହିଛି ?

    Share on :
    Date: Feb 1, 2018    Views: 251

    ୧. ଅପେରସନ୍ ଗ୍ରୀନ୍ ପାଇଁ ୫୦୦ କୋଟିର ପ୍ରାବଧାନ  । ଏହି ଯୋଜନାରେ ପ୍ରସେସିଂଗ ବ୍ୟବସ୍ଥାର ବିକାଶ ହେବ  । ସେହିପରି ୪୨ଟି ମେଗା ଫୁଡ଼୍ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ଜେଟଲୀ ସୂଚନା ଦେଇଛନ୍ତି  ।
    ୨. କୃଷି ଉପôାଦନ ବୃଦ୍ଧି ପାଇଁ କ୍ଲଷ୍ଟର ଭିତିକ ଯୋଜନା କରାଯିବ  । ଚାଷ ଓ ଏହା ସହ ସଂଶ୍ଲିଷ୍ଟ ଶିଳ୍ପ ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି  ।
    ୩. ମତ୍ସ୍ୟ ଓ ଗୋସମ୍ପଦ ଚାଷୀଙ୍କ ପାଇଁ ଭିତିଭୂମିର ବିକାଶ ନିମନ୍ତେ ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି କରାଯାଇଛି  ।
    ୪. ଫସଲର ଉପôାଦନ ଖର୍ଚ୍ଚ ତୁଳନାରେ ଏମଏସପି ଦେଢ଼ଗୁଣ କରାଯିବ  । ସେହିପରି କୃଷି ବଜାର ପାଇଁ ୨୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି କରାଯିବ  ।
    ୫. ବାଉଁଶ କ୍ଷେତ୍ରର ବିକାଶ ପାଇଁ ଜାତୀୟ ବାଉଁଶ ନିମନ୍ତେ ୧୨୯୦ କୋଟି ଟଙ୍କାର ପ୍ରାବଧାନ  । 

    Maximum 500 characters

    ଅର୍ଥନୀତି View all

    Find Us on Facebook