May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସୁଧ ସହ ଜୋରିମାନା ଦେବାକୁ ଖଣି ମାଲିକଙ୍କୁ ସୁପି୍ରମକୋର୍ଟଙ୍କ ନିର୍ଦେଶ

    Share on :
    Date: Jan 30, 2018    Views: 301


    ଭୁବନେଶ୍ୱର: ରାଜ୍ୟରେ ବେଆଇନ ଭାବେ ଉତୋଳନ କରିଥିବା ଖଣି ଲିଜ୍ ମାଲିକମାନଙ୍କ ପାଇଁ ଆହୁରି କଠୋର ହୋଇଛନ୍ତି ସୁପ୍ରି୍ରମକୋର୍ଟ । ରାଜ୍ୟର ୧୦୨ ଖଣି ଲିଜଧାରୀଙ୍କ ଠାରୁ ଶତପ୍ରତିଶତ ଜୋରିମାନା ଆଦାୟ କରିବାକୁ ଦେଇଥିଲେ ସୁପି୍ରମକୋର୍ଟ । ଡେଡଲାଇନ ଥିଲା ଡିସେମ୍ବର ୩୧ ତାରିଖ । ତେବେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ଖଣିମାଲିକମାନେ ଜୋରିମାନା ପ୍ରଦାନ କରିନାହାନ୍ତି ସେମାନଙ୍କ ଠାରୁ ୧୨ ପ୍ରତିଶତ ସୁଧ ସହ ଜରିମାନା ଆଦାୟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ଅନ୍ୟ ଖିଲାପି ଖଣିମାଲିକଙ୍କ ପାଇଁ ରାଜ୍ୟ ସରକାରଙ୍କୁ ସୁିପି୍ରମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସରକାର ସେମାନଙ୍କ ଠାରୁ ସୁଧ ସହ ଜରିମାନା ଆଦାୟ ପ୍ରକି୍ରୟା ଜାରି ରଖିଛନ୍ତି ନିଦେ୍ର୍ଧଶନାମା ଜାରି କରିଛନ୍ତି । ଯେଉଁ ଖିଲାପି ଖଣିମାଲିକମାନେ ଜରିମାନା ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଆବଶ୍ୟକ ପଡ଼ିଲେ ସେମାନଙ୍କ ସଂପତି ବାଜ୍ୟାପ୍ତି କରିବାକୁ ସୁପି୍ରମକୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶା ରାଜ୍ୟ ସରକାର ମୋଟ ୮,୨୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook