May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ନିଲାମ

    Share on :
    Date: Jan 27, 2018    Views: 133

    ବେଂଗାଲୁର : ଆଇପିଏଲର ଏକାଦଶତମ ସଂସ୍କରଣ ପାଇଁ ନିଲାମ ଆରମ୍ଭ ହୋଇଛି  । ଅପ୍ରେଲ ୭ରୁ ମେ’ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିଲାମରେ ୫୭୮ କ୍ରିକେଟରଙ୍କ ନାମ ଚୟନ କରାଯାଇଛି  । ସେମାନଙ୍କ ମଧ୍ୟରୁ ୩୬୦ ଭାରତୀୟ ଖେଳାଳୀ ରହିଥିବାବେଳେ ଅବଶିଷ୍ଟ କି୍ରକେଟର ଅନ୍ୟ ଦେଶର  ।
    ୱିକେଟ କିପରଙ୍କ
    କ୍ୱିଂଟନ ଡି କକ - ରୟାଲ ଚ୍ୟାଲେଂଜ ବାଙ୍ଗାଲୋର -  ୨.୮ କୋଟି
    ରିଦ୍ଧିମାନ ଶାହା- ସନରାଇଜରସ ହାଇଦ୍ରାବାଦ - ୫ କୋଟି
    ଦିନେଶ କାର୍ତିକ - କୋଲକାତା ନାଇଟ ରାଇଡ଼ରସ - ୭.୪ କୋଟି
    ରବିନ ଉଥାପା - କୋଲକାତା ନାଇଟ ରାଇଡ଼ରସ - ୬.୪ କୋଟି
    ସଂଜୁ ସାମସନ - ରାଜସ୍ଥାନ ରୟାଲସ - ୮ କୋଟି

    ଅଲରାଉଣ୍ଡର
    କ୍ରିସ ୱାକସ - ରୟାଲ ଚ୍ୟାଲେଂଜରସ - ୭.୪ କୋଟି
    କାର୍ଲୋସ ବ୍ରାଥୱେଟ - ସନରାଇଜରସ ହାଇଦ୍ରାବାଦ - ୨ କୋଟି
    ସେନ ୱାଟସନ - ଚେନ୍ନାଇ ସୁପରକିଙ୍ଗସ - ୪କୋଟି
    କେଦାର ଯାଦବ - ଚେନ୍ନାଇ ସୁପରକିଙ୍ଗସ - ୭.୮ କୋଟି
    କୋଲିନ ଡି ଗ୍ରାଣ୍ଡହୋମ୍ - ରୟାଲ ଚ୍ୟାଲେଂଜରସ - ୨.୨ କୋଟି

    ୟୁସୁଫ ପଠାନ - ସନରାଇଜରସ - ୧.୯ କୋଟି
    କୋଲିନ ମୁନ୍ରୋ - ଦିଲ୍ଲୀ ଡେୟାରଡେଭିଲସ- ୧.୯ କୋଟି
    ଷ୍ଟୁଆର୍ଟ ବିନି - ରାଜସ୍ଥାନ ରୟାଲସ - ୫୦ ଲକ୍ଷ
    ମାର୍କସ ଷ୍ଟୋଇନିସ୍ - କିଙ୍ଗସ ଏକାଦଶ ପଂଜାବ - ୬.୨ କୋଟି
    ମୋଇନ ଅଲ୍ଲୀ - ରୟାଲ ଚ୍ୟାଲେଂଜରସ - ୧.୭ କୋଟି

    ବ୍ୟାଟସମ୍ୟାନ 
    କରୁଣ ନାୟାର - ପଂଜାବ - ୫.୬ କୋଟି
    କେଏଲ ରାହୁଲ - ପଂଜାବ - ୧୧ କୋଟି
    ଡେଭିଡ଼ ମିଲର - ପଂଜାବ - ୩ କୋଟି
    ଆରୁନ ଫିଂଚ - ପଂଜାବ - ୬.୨ କୋଟି
    ମ୍ୟାକୁଲମ - ରୟାଲ ଚ୍ୟାଲେଂଜ - ୩.୬ କୋଟି
    ଜାସନ ରୟ - ଦିଲ୍ଲୀ - ୧.୫ କୋଟି
    କ୍ରିସ ଲାଇନ୍ - କୋଲକାତା - ୯.୬ କୋଟି
    ମନୀଷ ପାଣ୍ଡେ - ହାଇଦ୍ରାବାଦ - ୧୧ କୋଟି

    ହରଭଜନ ସିଂହ - ସିଏସକେ - ୨ କୋଟି
    ସାକିବ ଅଲ ହାସନ - ହାଇଦ୍ରାବାଦ - ୨କୋଟି
    ଗ୍ଲେନ ମାକ୍ସୱେଲ - ଦିଲ୍ଲୀ - ୯ କୋଟି
    ଗୌତମ ଗମ୍ଭୀର - ଦିଲ୍ଲୀ - ୨.୮ କୋଟି
    ବ୍ରାଭୋ - ୬.୪ କୋଟି
    ୱଲିମସନ - ହାଇଦ୍ରାବାଦ - ୩ କୋଟି
    ଯୁବରାଜ - ପଂଜାବ - ୨ କୋଟି
    ଶିଖର ଧାୱନ - ହାଇଦ୍ରାବାଦ - ୫ କୋଟି
    ଅଶ୍ୱିନ - ପଂଜାବ - ୭.୬ କୋଟି
    କିରନ ପୋଲାଡର଼୍ - ମୁମ୍ବାଇ - ୫.୪ କୋଟି
    ବେନ ଷ୍ଟୋକସ - ରାଜସ୍ଥାନ - ୧୨.୫ କୋଟି
    ଅଜିଙ୍କ୍ୟା ରାହାଣେ - ରାଜସ୍ଥାନ - ୪ କୋଟି
    ମିଚେଲ ଷ୍ଟାର୍କ - କୋଲକାତା - ୯.୪ କୋଟି

    Maximum 500 characters

    ଖେଳ ଖବର View all

    Find Us on Facebook