Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ହିସାବ ନିକାଶ କରିବାକୁ ବେଳ ନାହିଁ

    Share on :
    ajab-Image
    Date: Jan 27, 2018    Views: 1493

    ବଳରାମ ରଣସିଂହ, ଗଡ଼ମାଣତୀର, ଖୋରଧା

    ହିସାବ ନିକାଶ କରିବାକୁ ବେଳ ନାହିଁ
    ଖୋରଧାର ମାଟିକୁ ଚିପୁଡ଼ିଲେ ରକ୍ତ କାହିଁ
    ରକତ ଯାଇଛି ଶୁଖି,
    ପାଇକ ପୁଅର ହାଡ଼ଗଣି ହେବ 
    ପେଟ ପିଠିଯାଏ ଲେଖି,
    ଏଇତ ଆଜିର କବିତା
    ଦୟାନଦୀ କୂଳେ ତା ରଙ୍ଗେ ସହିତ 
    ମିଶି ଯାଉଥିଲେ ସବିତା
    ମୁଁ ଗାଉଛି ଖୋରଧାର କବିତା  ।
     

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook