Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କୋହଲି କି୍ରକେଟିୟର ଅଫ ଦି ଇଅର

    Share on :
    Date: Jan 18, 2018    Views: 251


    ନୂଆଦିଲ୍ଲୀ : ଭାରତୀୟ କି୍ରକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମୁଣ୍ଡରେ ସୁନାକଳସ ଢାଳିଛି ଆଇସିସି । ତାଙ୍କୁ ଚଳିତ ୨୦୧୭ବର୍ଷର ଆଇସିସି ‘କି୍ରକେଟିୟର ଅଫ୍ ଦି ଇଅର’ ବିବେଚିତ କରାଯାଇଛି । ଏଥିସହିତ ‘ଦିନିକିଆ ପ୍ଲେୟର ଅଫ୍ ଦି ଇୟର’ ମଧ୍ୟ ବିବେଚନା କରିଛି ଆଇସିସି । ଖାଲି ସେତିକି ନୁହେଁ ବିରାଟଙ୍କୁ ଦିନିକିଆ ଓ ଟେଷ୍ଟ ଖେଳ ପାଇଁ କ୍ୟାପଟେନ୍ ରୂପେ ଚୟନ କରିଛି ଆଇସିସି । ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି । ପୂର୍ବରୁ କୌଣସି କି୍ରକେଟିୟର ଏପରି ଅଧିକାରୀ ହୋଇନାହାନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook