Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଏସଏସ ଟ୍ରଷ୍ଟ ପକ୍ଷରୁ ମେଗା ପ୍ରତିଯୋଗିତା

    Date: Jan 12, 2018    Views: 37

    ଭୁବନେଶ୍ୱର : ଭୁବନେଶ୍ୱର ଡୁମୁଡୁମାସ୍ଥିତ ଏସଏସ ଏଜୁକେସନାଲ ଓ ଚାରିଟେବଲ ଟ୍ରଷ୍ଟଙ୍କ ତରଫରୁ ଏକ ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି  । ଏଥିରେ ସାଧାରଣଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ଇତ୍ୟାଦି ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି  । ଉଭୟ ବାଳକ ଓ ବାଳିକା ବିଭାଗରେ ୧୦ ବର୍ଷରୁ ଉଦ୍ଧ୍ୱର୍ (ସର୍ବକିନଷ୍ଠ), ୧୪ ବର୍ଷରୁ ଉଦ୍ଧ୍ୱର୍ (କନିଷ୍ଠ), ୧୭ ବର୍ଷରୁ ଉଦ୍ଧ୍ୱର୍ (ବରିଷ୍ଠ) ବର୍ଗର ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ  । ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଏବଂ ପ୍ରତ୍ୟେକ ପ୍ରତିଯୋଗିତା ନିମନ୍ତେ ଗୋଟିଏ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରମାଣ ପତ୍ର ଦିଆଯିବ  । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଇଚ୍ଛୁକ ପ୍ରତିଯୋଗୀମାନେ ଜାନୁଆରୀ ୧୦ରୁ ୧୫ ମଧ୍ୟରେ ଆବେଦନ କରିପାରିବେ  । ଅଧିକ ବିବରଣୀ ନିମନ୍ତେ ୯୬୯୨୦୦୨୬୩୮ ଏବଂ ୭୯୭୮୭୩୦୮୫୭କୁ ଯୋଗାଯୋଗ କରିପାରିବେ  ।

    Maximum 500 characters

    ଆଂଚଳିକ View all

    Find Us on Facebook